ମୋ କଲେଜ ଅଭିଯାନ: ଦେଢ଼ କୋଟିର ମ୍ୟାଚିଂଗ୍ରାଣ୍ଟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୋ କଲେଜ ଅଭିଯାନରେ ରାଜ୍ୟରେ କିଛି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ରୂପାନ୍ତରଣ ହେବ। ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧.୫ କୋଟି ଟଙ୍କାର ମ୍ୟାଚିଂ ଗ୍ରାଣ୍ଟ ପ୍ରଦାନ କରିଛନ୍ତି। ଏହି ରାଶିରେ ରାଜ୍ୟର ୧୨ଟି ମହାବିଦ୍ୟାଳୟ ଓ ୨ଟି ବିଶ୍ୱବିଦ୍ୟାଳୟ ରୂପାନ୍ତରଣ କାମ କରାଯିବ । ମୋି କଲେଜ୍ ଅଭିଯାନ ମୁତାବକ ଯେତିକି ଅର୍ଥ ଶିକ୍ଷାନୁଷ୍ଠାନଗୁଡ଼ିକର ପୁରୁଣା ଛାତ୍ରଙ୍କ ଠାରୁ ସଂଗୃହୀତ ହୋଇଛି, ତାର ଦୁଇଗୁଣା … Continue reading ମୋ କଲେଜ ଅଭିଯାନ: ଦେଢ଼ କୋଟିର ମ୍ୟାଚିଂଗ୍ରାଣ୍ଟ ଦେଲେ ମୁଖ୍ୟମନ୍ତ୍ରୀ